ବାରାଣସୀ Bārāṇasī

  • ସଂ. ବି. ସ୍ତ୍ରୀ. (ନାମ) (ବାର=ଯେ ବାରଣ କରେ+ଅନସ୍ = ଜନ୍ମ; ଅର୍ଥାତ୍ ଯେଉଁଠାରେ ମୃତ ହେଲେ ମନୁଷ୍ୟର ପୁନର୍ଜନ୍ମ ନିବାରିତ ହୁଏ; କିମ୍ବା ବରଣା ଓ ଅସୀ ନାମ୍ନୀ 2 ଟି ନଦୀର ମଧ୍ୟରେ ଅବସ୍ଥିତ ଥିବାରୁ; କିମ୍ବା ବର= ଶ୍ରେଷ୍ଠ+ ଅନସ୍=ଜଳ — ଶ୍ରେଷ୍ଠ ଜଳଭାଗ ଉପରେ ଅବସ୍ଥିତ ଥିବାରୁ) ବନାରସ; କାଶୀ — The holy city of benares (town)