ବାରରାତ୍ର ଗାଧୁଆ Bārarātra gādhuā

  • ଦେ. ବି — ପ୍ରସବର ଦ୍ୱାଦଶ ଦିନ ପ୍ରସୂତିର ଶୁଦ୍ଧି ସ୍ନାନ — Purificatory bath taken by the mother on the 12th day of the child's birth