ବାଯୂଷ Bāyūsha

  • ସଂ. ବି — କଳାବାଇଁଶି ମାଛ — A kind of darkish fresh-water-fish; Lubeo Calbasu
  • ସଂ. ବି — (ଦ୍ର—ବୈଦ୍ୟକ ମତରେ ଏହା ମଧୁର, ବୃଷ୍ୟ, ପୁଷ୍ଟିକର ଓ ଧାତୁବର୍ଦ୍ଧକ ଅଟେ।)