ବାମ୍ଫୁଆଣି ଘିନିବା Bāmphuāṇi ghinibā
- ଦେ. କ୍ରି — ଜଳ ବା ଔଷଧ ସିଝା ପାଣିରୁ ଉଠୁଥିବା ବାଷ୍ପକୁ ଦେହରେ ଲଗାଇବା — To have a steam bath or vapour bath
- ଦେ. କ୍ରି — [ଦ୍ର—କେତେକ ରୋଗରେ ଔଷଧ ମିଶ୍ରିତ ଜଳକୁ ନିଆଁରେ ଗରମ କରି ପାତ୍ରରୁ ବାମ୍ଫ ଉଠୁ— ଥିବା ଅବସ୍ଥାରେ ପାତ୍ରକୁ ଗୋଟିଏ ଚଉକି ତଳେ ରଖାଯାଏ ଓ ଚଉକୀ ଉପରେ ରୋଗୀ ବସି ରୋଗୀର ରୁଗ୍ଣ ଅଙ୍ଗରେ ବା ସମଗ୍ର ଶରୀରରେ ଉକ୍ତ ପାତ୍ରରୁ ଉଠୁଥିବା ବାମ୍ଫକୁ ଲଗାଇବାର ବ୍ଯବସ୍ଥା କରାଯାଏ। ଏହି ପ୍ରକ୍ରିୟାକୁ ବାମ୍ଫୁଆଣୀ ଘେନିବା ବୋଲାଯାଏ।]