ବାମ୍ଫୁଆଣି Bāmphuāṇi

  • ଦେ. ବି. (ସଂ. ବାଷ୍ପ; ବାଷ୍ପାୟ ନାମ ଧାତୁଜ ବା ବାଷ୍ପାୟନ) — ଫୁଟିବା ଜଳରୁ ବା ଔଷଧ ମିଶ୍ରିତ ଜଳରୁ ଉତ୍ଥିତ ବାଷ୍ପ ଦ୍ୱାରା ଶରୀରର ସେକ କ୍ରିୟା — Vapour bath; steam bath