ବାୟ Bāya

  • ସଂ. ବି. (ବେ ଧାତୁ=ବୁଣିବା+ଭାବେ. ଅ) — ବୟନ; ଲୁଗା ବୁଣିବା — Weaving
  • ଗ୍ରା. ବି — ବାୟୁ; ପବନ — Wind
  • ଗ୍ରା. ବି — କାଳନ୍ଦୀ ବିଷ ଜଳ ଭୟେ ପକ୍ଷିଏ ନ ଉଡ଼ନ୍ତି ବାୟେ। ଜଗନ୍ନାଥ. ଭାଗବତ।