ବାମ୍ନୀ Bāmnī

  • ପ୍ରାଦେ. (ସମ୍ବଲପୁର) ବି — ନିର୍ବିଷ ସର୍ପବିଶେଷ — A kind of venomless snake
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହାର ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ହଳଦିଆ ଓ ଦେହ ଚିତ୍ର ବିଚିତ୍ର ଅଟେ।]