ବାମ୍ନା Bām-nā

  • ପ୍ରାଦେ. (ସମ୍ବଲପୁର) ବି.—(ତୁଳ. ହି. ବାଭନ୍) — ବ୍ରାହ୍ମଣ — A Brāhmaṇa
  • ପ୍ରାଦେ. (ସମ୍ବଲପୁର) ବି.—(ତୁଳ. ହି. ବାଭନ୍) — କ୍ଷେତ ନଶାଏ ଶରବନା ଗାଁ ନଶାଏ ବାମନା—ଢ଼ଗ।