ବାପ୍ୟ Bāpya

  • ସଂ. ବି — (ବାପୀ+ଯ)— ବାମ୍ଫିର ଜଳ (ହି. ଶ) — Water from a wide masonry well
  • ସଂ. ବି — (ବପ୍. ଧାତୁ ଣିଚ, ବାପି ଧାତୁ+କର୍ତ୍ତୃ. ଯ)— ବୁଆ ଧାନ; ଯେଉଁ ଧାନ ବିହନ ବୁଣାଯାଇ ଉଠିଥାଏ (ହି. ଶ) — Paddy grown by sowing