ବାପ୍ତା Bāp-tā

  • ବୈଦେ. ବି. (ଫା. ବାଫ୍ତା) — ଏକପ୍ରକାର ରେସମ ମିଶା କାର୍ପାସ ବସ୍ତ୍ର — A kind of mixed stuff of cotton and silk
  • ବୈଦେ. ବି. (ଫା. ବାଫ୍ତା) — [ଦ୍ର— ଏଥିରେ ପାଟର ଟାଣି ଓ ସୂତାର ଭରଣୀ ଥାଏ ।]