ବାପେଡ଼ା Bāpeṟḍ̠ā
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଅନନ୍ୟୋପାୟ ବ୍ୟକ୍ତି; ବିଚାରା; ବେଚାରା; ମୂର୍ଖ; ନିର୍ବୋଧ — (used in pity) The poor being
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଏ ସକାଶୁ ଭାର୍ଯ୍ୟା ବସ୍ତ୍ରରୁ ଖଣ୍ଡେ କାଟି ପିନ୍ଧି କରି ରହିଛି ଦୁଃଖେ ସେ ବାପୁଡ଼ାଟି। କୃଷ୍ଣସିଂହ. ମହାଭାରତ ବନ।
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଉତ୍ତମ ବ୍ୟକ୍ତି — A good soul
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଯୁଧିଷ୍ଠିର ରଜା ତ ଧାର୍ମିକ ବାପୁଡ଼ା ଲେଉଟିଲେ ବାସେ ଫୁଲାଇ ନାସା ପୁଡ଼ା। କୃଷ୍ଣସିଂହ. ମହାଭାରତ ବନ।
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — (ତୁଚ୍ଛାର୍ଥକ) ନଗଣ୍ୟ ବ୍ୟକ୍ତି — A man of straw
- ଦେ. ବି. ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଦରି ମୁହଁରେ ରହି ବିଲୁଆ ବାପୁଡ଼ି ଦେହର ପାଣିଯାକ ପକାଇଲା ଝାଡ଼ି— କୃଷ୍ଣସିଂହ. ମହାଭାରତ. ଶାନ୍ତି।