ବାଧିକା Bādhikā

  • ଦେ. ବି—(ସଂ. ବାଧା) — କ୍ଳାନ୍ତି; ଅବସାଦ; ବାଧା — Fatigue; weariness; exhaustion
  • ଦେ. ବି—(ସଂ. ବାଧା) — ବେଦନା; ପୀଡ଼ା; ବ୍ଯଥା — Pang; pain. anguish
  • ଦେ. ବି—(ସଂ. ବାଧା) — ମନୋଦୁଃଖ — Mental Pain
  • ଦେ. ବି—(ସଂ. ବାଧା) — ମୁମୂର୍ଷ ଅବସ୍ଥା — Dying condition
  • ବିଣ — ଅବସାଦ; କ୍ଳାନ୍ତ — Fatigued
  • ବିଣ — ବ୍ୟଥିତ — Pained
  • ବିଣ — ଦୁଃଖିତ — 2. Sorry
  • ବିଣ — ବ୍ଯଥା— ପ୍ରଦ — Painful
  • ବିଣ — ମୁମୂର୍ଷୁ — Dying