ବାଧା ଦେବା Bādhādebā

  • ଦେ. କ୍ରି — କୌଣସି କାର୍ଯ୍ୟରେ ବିଘ୍ନଜାତ କରାଇବା — To obstruct; to resist; to hinder; to impede
  • ଦେ. କ୍ରି — ବନ୍ଦ କରିବା — To stop
  • ଦେ. କ୍ରି — ମନା କରିବା — To forbid