ବାତ୍ୟା Bātyā

  • ସଂ. ବି. (ବାତ+ସମୂହାର୍ଥରେ. ଯ+ଆ; ତୁଳନା କର; ବନ+ପ୍ରାଚୁର୍ଯ୍ୟାର୍ଥେ. ଯ+ଅ=ବନ୍ୟା) — ପ୍ରବଳ ବାୟୁ; ବତାସ; ଝଡ଼ — Tempest; gale; storm
  • ସଂ. ବି. (ବାତ+ସମୂହାର୍ଥରେ. ଯ+ଆ; ତୁଳନା କର; ବନ+ପ୍ରାଚୁର୍ଯ୍ୟାର୍ଥେ. ଯ+ଅ=ବନ୍ୟା) — ଘୂର୍ଣ୍ଣିବାୟୁ — Whirlwind