ବାତ୍ସଲ୍ୟ Bāt-salya

  • ସଂ. ବି. (ବତ୍ସଳ+ଭାବ. ଯ) — ବତ୍ସଳତା; ସ୍ନେହ; ପୁତ୍ରାଦିଙ୍କ ପ୍ରତି ଗୁରୁଜନଙ୍କ ପ୍ରେମ — Affection towards one's youngers; tenderness or fondness for children