ବାତ୍ଫୁରୁସି Bāt-phurusi

  • ଦେ. ବି. (ହି. ବାତ୍+ସଂ. ସ୍ଫୁର୍ତ୍ତି) — ବାଲିଙ୍ଗି; ସତ ମିଛ ଗୁଡ଼ା କଥା ଗପିବା; ବାଗାଡ଼ମ୍ବର — Braggadacio; boasting
  • ଦେ. ବିଣ — ବାଗାଡ଼ମ୍ବର ପ୍ରିୟ — Boastful; bragging; bombastic