ବାତ୍ସାୟନ Bāt-sāyana

  • ସଂ. ବି. (ନାମ) — ସଂସ୍କୃତ 'କାମସୂତ୍ର' ନାମକ ରତି— ଶାସ୍ତ୍ର ବିଷୟକ ଗ୍ରନ୍ଥର ରଚୟିତା — Name of the author of a Sanscrit work on erotic subjects
  • ସଂ. ବି. (ନାମ) — ନ୍ଯାୟ ଶାସ୍ତ୍ରର ଟୀକାକାର — Name of a commentator on the Nyāya Ṡāstra (Apte)