ବାତଶୂଳ Bātaṡūḻa

  • ସଂ. ବି.—(ମ. ପ. ଲୋ; କର୍ମଧା; ବାତଜନିତ ଶୂଳ) — ବାୟୁ ରୋଗଜନିତ ପେଟମରା ରୋଗ; ପେଟମରା ସହିତ ପେଟ ଫମ୍ପା — Colic due to wind in the system; colic with flatulence (Apte)