ବାତରାୟଣ Bātarāyaṇa
- ସଂ. ବିଣ — ନିଷ୍ପ୍ରୟୋଜନ ପୁରୁଷ (ହି. ଶ.) — An useless person
- ସଂ. ବିଣ — କାଣ୍ଡ; ଶର (ହି. ଶ.) — Arrow (Apte)
- ସଂ. ବିଣ — କର ପାତ୍ର; ଲୋଟା (ହି. ଶ.) — A small water pot
- ସଂ. ବିଣ — କୂଟ; ପର୍ବତାଦିର ଚୂଡ଼ା — Peak or summit (Apte)
- ସଂ. ବିଣ — ସିଧା ଗଛ (ହି. ଶ.) — A straight tree
- ସଂ. ବିଣ — ଉନ୍ମତ୍ତ ପୁରୁଷ (ହି. ଶ.) — A mad or intoxicated person (Apte)
- ସଂ. ବିଣ — ସରଳଦ୍ରୁମ — The pine tree (Apte)
- ସଂ. ବିଣ — କରତ — Saw (Apte)
- ସଂ. ବିଣ — ଅଳସୁଆ ବ୍ୟକ୍ତି — An idler (Apte)
- ସଂ. ବିଣ — ବାଣର ଗତି — Bowshot; an arrow's flight (Apte)