ବାତରକ୍ତଘ୍ନ Bātaraktaghna

  • ସଂ. ବି — ବାତରକ୍ତ ରୋଗନାଶକ ଔଷଧ — Antidote for 'Bātarakta'
  • ସଂ. ବି — କୁକ୍କୁରଦ୍ରୁ; ପୋକସୁଂଘା — A herbal plant; Blumea Lacera