ବାତଳ Bātaḻa
- ସଂ. ବିଣ—(ବାତ+ଲା. ଧାତୁ=ଦାନ କରିବା+କର୍ତ୍ତୃ. ଅ; ଯାହା ବାୟୁକୁ ଦିଏ ଅର୍ଥାତ୍ ଯାହା ଖାଇଲେ ଶରୀରରେ ବାୟୁ ବୃଦ୍ଧି ହୁଏ) — ବାୟୁବର୍ଦ୍ଧକ — Increasing wind in the system
- ସଂ. ବିଣ—(ବାତ+ଲା. ଧାତୁ=ଦାନ କରିବା+କର୍ତ୍ତୃ. ଅ; ଯାହା ବାୟୁକୁ ଦିଏ ଅର୍ଥାତ୍ ଯାହା ଖାଇଲେ ଶରୀରରେ ବାୟୁ ବୃଦ୍ଧି ହୁଏ) — ପବନମୟ; ବତାସିଆ — Windy; stromy (Apte)
- ସଂ. ବିଣ—(ବାତ+ଲା. ଧାତୁ=ଦାନ କରିବା+କର୍ତ୍ତୃ. ଅ; ଯାହା ବାୟୁକୁ ଦିଏ ଅର୍ଥାତ୍ ଯାହା ଖାଇଲେ ଶରୀରରେ ବାୟୁ ବୃଦ୍ଧି ହୁଏ) — ଯାହା ପେଟ ଫୁଲାଏ; ସ୍ଫୀତି ଉତ୍ପାଦକ — Flatulent (Apte)
- ସଂ. ବି — ଚଣକ; ଚଣା — Chick pea; gram
- ସଂ. ବି — ବୁଟ — Oat
- ସଂ. ବି — ପବନ; ବତାସ — Wind (Apte)