ବାତାଜୀର୍ଣ୍ଣ Bātājīrṇṇa

  • ସଂ. ବି. (ମ. ପ. ଲୋ; କର୍ମଧା; ବତଜନିତ ଅଜୀର୍ଣ୍ଣ) — ବାତ ଜନିତ ଅଜୀର୍ଣ୍ଣ ରୋଗ — Dyspepsia
  • ସଂ. ବି. (ମ. ପ. ଲୋ; କର୍ମଧା; ବତଜନିତ ଅଜୀର୍ଣ୍ଣ) — [ଦ୍ର—ଏହା ଦୁରାରୋଗ୍ୟ।]