ବାତ ମୃଗ Bāta mṛuga

  • ସଂ. ବି. (ମ. ପ. ଲୋ; କର୍ମଧା; ବାତ+ମୃଗ;ଯେଉଁଆଡ଼ୁ ପବନ ବହୁଥାଏ ଏମାନେ ସେହି ଦିଗକୁ ମୁଁହକରି ଦଉଡ଼ନ୍ତି) — ଦ୍ରୁତଗାମୀ କ୍ଷୁଦ୍ର ମୃଗବିଶେଷ; ବାଉଟିଆ — A spotted deer