ବାତଘ୍ନ Bātaghna

  • ସଂ. ବିଣ. (ବାତ+ହନ୍ ଧାତୁ+କର୍ତ୍ତୃ. ଅ) — ଯାହା ବାତରୋଗ ନାଶ କରେ — Curing rheumatism
  • ସଂ. ବିଣ. (ବାତ+ହନ୍ ଧାତୁ+କର୍ତ୍ତୃ. ଅ) — ଯାହା ଶରୀରର ବାତଧାତୁ ଉପଶମ କରେ — Removing disorders of the wind in the system