ବାତ ଫୁଟ Bāta phuṭa

  • ଦେ. ବି. (ସଂ. ବାତ+ସ୍ଫୋଟକ) — କୁଷ୍ଠ ରୋଗବିଶେଷ; ବାତରକ୍ତ — A sort of leprosy
  • ଦେ. ବି. (ସଂ. ବାତ+ସ୍ଫୋଟକ) — [ଦ୍ର—ଏଥିରେ ଦେହଯାକ ଗୁଡ଼ିଏ ଦୁରାରୋଗ୍ୟ ବ୍ରଣ ହୋଇଯାଏ।]