ବାତ ପ୍ରମୀ Bāta pramī

  • ସଂ. ବି. (ବାତ+ପ୍ର+ମା ଧାତୁ=ପରିମାଣ କରିବା+ କର୍ତ୍ତୃ. ଈ) — ବାତ ମୃଗ (ଦେଖ) — Bāta mṛuga (See)
  • ସଂ. ବି. (ବାତ+ପ୍ର+ମା ଧାତୁ=ପରିମାଣ କରିବା+ କର୍ତ୍ତୃ. ଈ) — ଘୋଡ଼ା (ହି. ଶ) — Horse
  • ସଂ. ବି. (ବାତ+ପ୍ର+ମା ଧାତୁ=ପରିମାଣ କରିବା+ କର୍ତ୍ତୃ. ଈ) — ନକୁଳ; ନେଉଳ (ହି. ଶ) — Ichneumon; mongoose