ବାଟ ହଷ Bāṭa hasha
- ଦେ. ବି. (ଏ ଦିନ ଉତ୍ସବକର୍ତ୍ତାକ ଗୃହରେ ବଟା ଘଷା ପ୍ରଧାନ କାର୍ଯ୍ୟ ଥିବାରୁ) — ବିବାହ ବା ବ୍ରତର ପୂର୍ବ ଦିନର ପୂର୍ବ ଦିବସ — Last but one day before a marriage or Upanayana ceremony
- ଦେ. ବି. (ଏ ଦିନ ଉତ୍ସବକର୍ତ୍ତାକ ଗୃହରେ ବଟା ଘଷା ପ୍ରଧାନ କାର୍ଯ୍ୟ ଥିବାରୁ) — କାଲି ଯେ ବାଟଘଷ ପିଠୋଇ ଗୋଳ ପଅରି ଦିନ ହେବ ମଙ୍ଗଳ ଘର। ପୀତାମ୍ବର, ଛନ୍ଦ କଞ୍ଚନବତୀ।