ବାଟ ମାରଣା Bāṭa māraṇā

  • ଦେ. ବି — ପଥ ଦସ୍ୟୁ; ଯେ ରାସ୍ତା ଘାଟରେ ପଥିକମାନଙ୍କଠାରୁ ଲୁଟ ପାଟ କରି ଧନ ଆଦି ଛଡ଼ାଇ ନିଅନ୍ତି ବା ସେମାନଙ୍କୁ ମାରି ପକାନ୍ତି — Highwayman; robber
  • ଦେ. ବି — ଡକାଏତ — Dacoit