ବାଟଲି Bāṭali

  • ବୈଦେ. ପ୍ରାଦେ. (ବାଲେଶ୍ୱର) ବି. (ଇଂ. ବଣ୍ଟ୍ ଲାଇନ୍) — (ଜାହାଜିଆ) ଜାହାଜର ପାଲର ମୁଣ୍ଡରୁ ଲାଗିଥିବା ଦଉଡ଼ି, ଯାହା ମାସ୍ତୁଲ ଅଗ ପର୍ଯ୍ୟନ୍ତ ଯାଇ ସେଠାରୁ ସଗଡ଼ି ବାଟଦେଇ ତଳକୁ ଲମ୍ବିଥାଏ ଓ ଯାହାଦ୍ୱାରା ପାଲକୁ ଟାଣିବାକୁ ହୁଏ — (Nautical) Buntline; a rope passing from the top of a sail, led up to the masthead and thence on deck to help in hauling up the sail