ବାଟା Bāṭā

  • ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ବଂ. ବାଟା) — ପୋହୋଳା ମାଛ — Cirrhina Reba (fish)
  • ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ବଂ. ବାଟା) — [ଦ୍ର—ଏମାନେ ଶକଳୀ ଓ ପ୍ରାୟ 15/16 ଆଙ୍ଗୁଳ ଲମ୍ବ ହୁଅନ୍ତି ଏବଂ ମଧୁର ପାଣିରେ ରହନ୍ତି।] — [ଦ୍ର—ଏମାନେ ଶକଳୀ ଓ ପ୍ରାୟ15/16ଆଙ୍ଗୁଳ ଲମ୍ବ ହୁଅନ୍ତି ଏବଂ ମଧୁର ପାଣିରେ ରହନ୍ତି]