ବାଟିଆ ଛଡ଼ାଇବା Bāṭiā chhaṟḍ̠āibā

  • ଦେ. କ୍ରି — କଳଙ୍କ ଅପନୟନ କରିବା — To remove one's bad name
  • ଦେ. କ୍ରି — ଦାୟିତ୍ୱରୁ ନିଷ୍କୃତି ପାଇବା ଉପାୟ କରିବା — To take means to be relieved of a responsibility