ବାଟ ରଖିବା

  • ଦେ. କ୍ରି. — କୌଣସି ସ୍ଥାନକୁ ଯିବାପାଇଁ ସୁଗମ ଉପାୟ ବା ସୁବିଧା ପୂର୍ବରୁ କରିବା।
  • ଦେ. କ୍ରି. — (ଦ୍ର—ଏହିପରି ଫାଙ୍କ ରଖିବା, ଛିଦ୍ର ରଖିବା, କଣା ରଖିବା ଆଦି ହୁଏ।)