ବାଝିବା Bājhibā

  • ଦେ. କ୍ରି (ସଂ ବାଧ୍ ଧାତୁ) — ବାଧିବା — To affect painfully; to pain
  • ଦେ. କ୍ରି (ସଂ ବାଧ୍ ଧାତୁ) — (ଯଥା—ତା ଅପ୍ରିୟ ବଚନ ମୋତେ ବଡ ବାଝିଲା)
  • ଦେ. ବି — କ୍ଳାନ୍ତିର ଅନୁଭୂତି
  • ଦେ. ବି — (ଯଥା—ପାଞ୍ଚକୋଶ ବାଟ ଚାଲିଆସିବାରୁ ମୋତେ ଭାରି ବାଝିଲାଣି)