ବାଞ୍ଛାକଳ୍ପତରୁ Bān̄chhākaḻpataru
- ସଂ. ବି. ( 6 ଷ୍ଠୀ ତତ୍; ବାଞ୍ଛା+କଳ୍ପତରୁ) — ଭକ୍ତର ବାସନା ପୂରଣକାରୀ ପୌରାଣିକ କଳ୍ପବୃକ୍ଷ — The mythological banyan tree which fulfils people's desires; the wish-yielding tree
- ସଂ. ବି. ( 6 ଷ୍ଠୀ ତତ୍; ବାଞ୍ଛା+କଳ୍ପତରୁ) — ବିଷ୍ଣୁଙ୍କ ନାମ — A name of Bishṇu