ବାଜ୍ୟାଫ୍ତି Bājyāphti

  • ବୈଦେ. ବିଣ. (କଚିରିଆ; ଫା. ବାଜେୟାପ୍ତ= ଫା. ବାଜ=ପୁନର୍ବାର+ଇୟାଫ୍ତ=ପ୍ରାପ୍ତ, ମିଳିତ) — ରାଜାଙ୍କରସ୍ୱାଧିକାରକୁ ଆନୀତ; ପୁନଃପ୍ରାପ୍ତି; ଅଧିକାରକୁ ଆନୀତ (ଭୂମି ଆଦି) — Resumed; brought to the direct control of the Government
  • ବି — କୌଣସି ବ୍ୟକ୍ତିର ପୂର୍ବରୁ ରାଜସ୍ୱ ନ ଦେଇ ଭୋଗ କରୁଥିବା ଜମି ଯାହା କି ପୁନର୍ବାର ରାଜାଙ୍କ ଅଧିକାରକୁ ଆସେ ବା ଯହିଁରେ ରାଜା ପୁଣି କର ବସାନ୍ତି — Resumed revenue-free holding
  • ବି — ପ୍ରଜାର ଧନ ରାଜାଙ୍କ ହାତକୁ ଆସିବା — Forfeiture of any property
  • ବି — ମାନେଜର ବା କର୍ମଚାରୀଙ୍କ ଦ୍ୱାରା କରା— ଯାଇଥିବା ଓ ହିସାବରେ ଲେଖା ଯାଇଥିବା ଖରଚର ନାମଞ୍ଜୁରୀ — Rejection of an item of expenditure undergone and entered in the accounts by a manager or other responsible servant
  • ବି — (ଯଥା—ସତ୍ୟବାଦି ମନ୍ଦିର କମିଟିର ମାନେଜରଙ୍କ ଦାଖଲି ଜମା ଖରଚ ମଧ୍ୟରୁ ମେମ୍ବରମାନେ ବଜେଟ ବହିର୍ଭୂତ ଖରଚମାନ ବାଜ୍ୟାପ୍ତ କଲେ)