ବାଜ୍ୟାଫ୍ତ କରିବା Bājyāpht kariba
- ଦେ. କ୍ରି (କରିଚିଆ) — ନିଷ୍କର ଜମିରେ କର ବସାଇବା — To resume a rent free holding
- ଦେ. କ୍ରି (କରିଚିଆ) — ପ୍ରଜାର ଜାଗିରିଜମିକୁ ଖାରଜ କରିବା — To resume or take khas possession of a service tenure
- ଦେ. କ୍ରି (କରିଚିଆ) — ନିମ୍ନସ୍ଥ କର୍ମଚାରୀ ବା ଗୁମାସ୍ତାଙ୍କ ହିସାବରେ ଚଢିଥିବା ଆଦେଶବହିର୍ଭୂତ ଖରଚକୁ ନାମଞ୍ଜୁର କରିବା — To reject an unauthorised item of expenditure entered in the account by a subordinate or agent