ବାଜେ ଘର Bāje ghara

  • ଦେ. ବି. (ଫା. ବାଜ୍+ସଂ. ଘର) — ଗୃହସ୍ୱାମୀଙ୍କ ବ୍ୟବହାରରେ ଲାଗିବା ଘର ଛଡା ଅନ୍ୟ ଘର, ଅସଲ ଘରର ବାହାରେ (କିନ୍ତୁ ଏକ ହତା ମଧ୍ୟରେ ଥିବା ଘର) — Out-houses
  • ଦେ. ବି. (ଫା. ବାଜ୍+ସଂ. ଘର) — ଅନ୍ତଃପୁରର ବହିଃସ୍ଥ ଗୃହ — The outer apartments of a house