ବାଜେ କାମ Bāje kāma

  • ଦେ. ବି. (ଫା. ବାଜ୍+ସଂ. କର୍ମ) — ନିର୍ଦ୍ଦିଷ୍ଟ କାର୍ଯ୍ୟ ଛଡା ଅଧିକ କାର୍ଯ୍ୟ — Extra work
  • ଦେ. ବି. (ଫା. ବାଜ୍+ସଂ. କର୍ମ) — ହୀନ ବା ଅକିଞ୍ଚିତ୍କର କାର୍ଯ୍ୟ — Mean or insignificant work