ବାଜେ ଲୋକ Bāje loka

  • ଦେ. ବି. (ଫା. ବାଜ୍+ସଂ. ଲୋକ) — ଇତର ଲୋକ — Common or vulgar people
  • ଦେ. ବି. (ଫା. ବାଜ୍+ସଂ. ଲୋକ) — ସାଧାରଣ ଲୋକ — The mass; the mob
  • ଦେ. ବି. (ଫା. ବାଜ୍+ସଂ. ଲୋକ) — ଅଧିକା ବା ଅତିରିକ୍ତ ଲୋକ — Extra hand
  • ଦେ. ବି. (ଫା. ବାଜ୍+ସଂ. ଲୋକ) — ନିକମା ବ୍ୟକ୍ତି — A person who sits, idle; an unemployed person
  • ଦେ. ବି. (ଫା. ବାଜ୍+ସଂ. ଲୋକ) — ଆପଣାର ଗୋଷ୍ଠୀ ବା ଦଳ ବହିର୍ଭୂତ ବ୍ୟକ୍ତି; ଯେ ଆପଣାର ସ୍ୱଜନ ନୁହେଁ — An outsider
  • ଦେ. ବି. (ଫା. ବାଜ୍+ସଂ. ଲୋକ) — ଦେଖଣାହାରୀ — Sight-seer; spectator
  • ଦେ. ବି. (ଫା. ବାଜ୍+ସଂ. ଲୋକ) — କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ବ୍ୟକ୍ତି — Persons other than the retained or regular staff