ବାଜେ ଜମା Bāje jamā
- ବୈଦେ. ବି. (ଜମିଦାର ଓ ମହାଜନି ସିରସ୍ତା) (ଫା. ବାଜ୍+ଜମା) — ଜମିଦାରଙ୍କ ପ୍ରାପ୍ୟ ରାଜସ୍ୱ ଛଡା ଅନ୍ୟ ଜମା; ଦଫାଏତ ଜମା — Receipts other than rent
- ବୈଦେ. ବି. (ଜମିଦାର ଓ ମହାଜନି ସିରସ୍ତା) (ଫା. ବାଜ୍+ଜମା) — ଅନିର୍ଦ୍ଦିଷ୍ଟ ବା ଅନିୟମିତ ଜମା — Miscellaneous or irregular realisations
- ବୈଦେ. ବି. (ଜମିଦାର ଓ ମହାଜନି ସିରସ୍ତା) (ଫା. ବାଜ୍+ଜମା) — ସାମାନ୍ୟ ବା ଛୋଟ ଛୋଟ ଆୟ — Petty realisations or receipts