ବାଜୁ Bāju
- ବୈଦେ. ବି (ଆ. ବାଜୁ=ବାହୁ; ପାର୍ଶ୍ୱ) — ପାର୍ଶ୍ୱଦେଶ — Side
- ବୈଦେ. ବି (ଆ. ବାଜୁ=ବାହୁ; ପାର୍ଶ୍ୱ) — ଚଉକାଠର ଦୁଇପାଖର ଦଣ୍ଡ — The long side-pieces of wood of a door frame
- ବୈଦେ. ବି (ଆ. ବାଜୁ=ବାହୁ; ପାର୍ଶ୍ୱ) — ବାଜୁବନ୍ଧ; ବାହୁଟି — An ornament for the arm
- ପ୍ରାଦେ (ସିଂହଭୂମି) ବି — ଖଟର ଦଣ୍ଡା; ଖଟର ଚଉକାଠର ଲମ୍ବ କାଠଦ୍ୱୟ — The long side-pieces of a bedstead-frame