ବାଜୁବନ୍ଧ Bājubandha
- ବୈଦେ. ବି. (ଫା. ବାଜୁ=ବାହୁ; ତୁଳ. ସଂ. ଭୁଜ; ଫା. ବାଜୁବନ୍ଦ୍) — ବାହୁର ଅଳଙ୍କାର ବିଶେଷ; ଭୁଜବଳୟ — An arm plate; a broad ornament for the arm
- ବୈଦେ. ବି. (ଫା. ବାଜୁ=ବାହୁ; ତୁଳ. ସଂ. ଭୁଜ; ଫା. ବାଜୁବନ୍ଦ୍) — କରେ ଚୁଡି, ବାହୁ ଯୁଗେ ବାଜବନ୍ଧ—ରାଧାନାଥ, ଯଯାତି।
- ବୈଦେ. ବି. (ଫା. ବାଜୁ=ବାହୁ; ତୁଳ. ସଂ. ଭୁଜ; ଫା. ବାଜୁବନ୍ଦ୍) — ସ୍ତ୍ରୀଲୋକଙ୍କ ବାହୁରେ ବାଜୁବନ୍ଧ ଆକାରରେ କୁଟା ହୋଇଥିବା ଚିତା ବା ଚିତ୍ର — A painting resembling an armplate, tattooed on the arms of females