ବାଜୀଦଇବତ Bājīdaibata

  • ଦେ. ବି (ପଦ୍ୟ) (ସଂ. ବାଜିନ+ଦୈବତ) — ଅଶ୍ୱିନୀ— କୁମାରଦ୍ୱୟ — The twin heavenly physicians
  • ଦେ. ବି (ପଦ୍ୟ) (ସଂ. ବାଜିନ+ଦୈବତ) — ବାଜୀ ଦଇବତ ଶିରୀ ଆଜି ହତ କରିବି ଅବଧି—ଭଞ୍ଜ, ବୈଦେହୀଶବିଳାସ।