ବାଜୀକରଣ Bājīkaraṇa

  • ସଂ. ବି (ବାଜିନ୍=ଘୋଡ଼ା+ଅଦ୍ଭୂତତଦ୍ଭାବେ ଚ୍ୱି+କରଣ; ଏ ପ୍ରକ୍ରିୟା ବା ପ୍ରୟୋଗଦ୍ୱାରା ନିର୍ବଳ ବ୍ୟକ୍ତି ଘୋଡ଼ା ପରି ବଳୁଆ ହେବାରୁ) — ଆୟୁର୍ବେଦୋକ୍ତ ରତିଶକ୍ତି— ବର୍ଦ୍ଧକ ଔଷଧ ଓ ପ୍ରକ୍ରିୟା — The process and medicines by which a man's vitality and virility are strengthened; aphrodisiac drugs and appliances
  • ଦେ. ବି — ବାଜିଗରି; ବାଜିକରର କାର୍ଯ୍ୟ — The act or profession of a magician
  • ଦେ. ବି — ଧନ୍ୟରେ ପ୍ରଣୟ ଧନ୍ୟ ତୋ କରଣି ଧନ୍ୟ ତୋ ବାଜୀକରଣ—ନନ୍ଦକିଶୋର, ଶର୍ମିଷ୍ଠା।