ବାଇଗଣୀ Bāigaṇī

  • ଦେ. ବି — ବାଇଗଣକୁ ଫଡ଼ା ଫଡ଼ା କରି ଚିରି ବେସନ ବା ପିଠଉରେ ବୁଡ଼ାଇ ଘିଅ ବା ତେଲରେ ଛାଣି ପ୍ରସ୍ତୁତ କରିବା ଏକପ୍ରକାର ପିଠା — A cake fried in ghee or oil, consisting of slices of brinjal immerssed in gruel
  • ଦେ. ବି — ବିଦେଶରୁ ଓଡ଼ିଶାକୁ ଆସି ବିକ୍ରୀତ ହେଉଥିବା ଏକ ପ୍ରକାର ଧୂଆଁପତ୍ର — Nicotina Alta (tobacco leaf)
  • ଦେ. ବି — [ଦ୍ର—ଏହାର ଫୁଲ ଧଳା। ସନ୍ଧ୍ୟାବେଳେ ଏଥିର ଫୁଲ ଫୁଟେ ଏବଂ ସକାଳେ ବୁଜି ହୋଇ ଯାଏ। ରାତିରେ ଫୁଲର ଖୁବ୍ ସୁଗନ୍ଧ ଥାଏ। (Haines).]
  • ଦେ. ବିଣ. — ବାଇଗଣିଆ (ଦେଖ) — Bāigaṇiā (See)