ବାଇଗବ Bāigaba

  • ଦେ. ବି. — (ସଂ. ବ୍ୟାଘ୍ରପୃଚ୍ଛ ଏରଣ୍ଡ; ତୁଳ. ସଂ ବ୍ୟାଘ୍ର = ନାଲି ଗବଗଛ)—ଶୁକ୍ଳ ଏରଣ୍ଡ; ଏକ ପ୍ରକାର କ୍ଷୀରୀ ବୃକ୍ଷ — A kind of hedge plant; physic nut; Jatropha Curcas
  • ଦେ. ବି. — [ଦ୍ର—ଏ ଗଛ 8/10 ହାତ ଉଚ୍ଚ ହୁଏ। ଏହାର ପତ୍ର ହାତ ପାପୁଲି ପରି 5 ଟି ଆଙ୍ଗୁଠିଯୁକ୍ତ; ଫୁଲ ଈଷତ୍ ହଳଦିଆ; ଫଳ ଗବ— ଫଳ ପରି 3 ଚିରୁଡ଼ିଆ; ମଞ୍ଜି ଗବ ମଞ୍ଜି ପରି, ମାତ୍ର ଆକାରରେ ବଡ଼। ଏ ଗଛକୁ ହାଣିଲେ କ୍ଷୀର ବାହାରେ। ଏହାର ଡାଳକୁ ଦାନ୍ତକାଠି କରାଯାଏ। ଏ ଗଛରେ ବାଡ଼ ବୁଜିଲେ ବାଡ଼ ବହୁକାଳ ରହେ।] — [ଦ୍ର—ଏ ଗଛ8/10ହାତ ଉଚ୍ଚ ହୁଏ ଏହାର ପତ୍ର ହାତ ପାପୁଲି ପରି5ଟି ଆଙ୍ଗୁଠିଯୁକ୍ତ; ଫୁଲ ଈଷତ୍ ହଳଦିଆ; ଫଳ ଗବ— ଫଳ ପରି3ଚିରୁଡ଼ିଆ; ମଞ୍ଜି ଗବ ମଞ୍ଜି ପରି, ମାତ୍ର ଆକାରରେ ବଡ଼ ଏ ଗଛକୁ ହାଣିଲେ କ୍ଷୀର ବାହାରେ ଏହାର ଡାଳକୁ ଦାନ୍ତକାଠି କରାଯାଏ ଏ ଗଛରେ ବାଡ଼ ବୁଜିଲେ ବାଡ଼ ବହୁକାଳ ରହେ]
  • ଦେ. ବି. — ରକ୍ତ ଏରଣ୍ଡ; ବିଲାତି ବାଇଗବା; ବାଇଗବା ଜାତୀୟ ଛୋଟ ଓ ନାଲି ଗଛ — A small species of Bāigabā plant; Jatropha Gossypifolia Jatrophā Glandulifera
  • ଦେ. ବି. — [ଦ୍ର—ଏହା ପ୍ରଥମେ ଆମେରିକାର ବ୍ରାଜୀଲ ଦେଶରୁ ଏ ଦେଶକୁ ଆନୀତ ହୋଇଥିଲା, ଏହାର ଉଚ୍ଚତା ପ୍ରାୟ 2 ଫୁଟ। ଡାଳ ଓ ପତ୍ର ନାଲି ଦିଶେ।] — [ଦ୍ର—ଏହା ପ୍ରଥମେ ଆମେରିକାର ବ୍ରାଜୀଲ ଦେଶରୁ ଏ ଦେଶକୁ ଆନୀତ ହୋଇଥିଲା, ଏହାର ଉଚ୍ଚତା ପ୍ରାୟ2ଫୁଟ ଡାଳ ଓ ପତ୍ର ନାଲି ଦିଶେ]