ବାଇଗଣ ଟୋପର Bāigaṇa ṭopara

  • ଦେ. ବି. — ଖୁବ୍ ଛୋଟ ବାଇଗଣ; ମୁଣ୍ଡି ବାଇଗଣ — Very stunted egg fruits
  • ଦେ. ବି. — [ଦ୍ର—ବାଇଗଣ ଗଛ ପୁରୁଣା ହୋଇ ଗଲେ ଫଳ ଖୁବ୍ ଛୋଟ ହୋଇଯାଏ। ଏହାକୁ ବାଇଗଣ ଟୋପର ବୋଲାଯାଏ।]