ବାଇଗଣିଆ Bāigaṇiā

  • ଦେ. ବିଣ. — କଳା ବାଇଗଣ ବର୍ଣ୍ଣ ପରି ନୀଳ— ରକ୍ତ ବର୍ଣ୍ଣ ମିଶ୍ରିତ — Violet; deep purple
  • ଦେ. ବି. (ନାମ) — ବାଲେଶ୍ୱରର ପର୍ବତବିଶେଷ — Name of a mountain in Balaosre
  • ଦେ. ବି. (ନାମ) — ବତ୍ସ ପ୍ରାୟେ ଯାର ଦିଶେ ଗଣ୍ଡଶୈଳ ବାଇଗଣିଆ। ରାଧାନାଥ. ଉଷା।