ବହୁମାନ Bahumāna

  • ସଂ. ବି. (କର୍ମଧା; ବହୁ+ମାନ) — ସମ୍ମାନ; ସମାଦର — Great respect; high regard
  • ସଂ. ବିଣ. (ବହୁବ୍ରୀହି) — ଅତି ସମ୍ମାନିତ — Much respected; honoured