ବହୁମାର୍ଗଗା Bahumārgagā

  • ସଂ. ବି. ସ୍ତ୍ରୀ. (ବହୁମାର୍ଗ+ଗମ୍ ଧାତୁ+କର୍ତ୍ତୃ. ଅ) — ଗଙ୍ଗାନଦୀ — The river Ganges
  • ସଂ. ବି. ସ୍ତ୍ରୀ. (ବହୁମାର୍ଗ+ଗମ୍ ଧାତୁ+କର୍ତ୍ତୃ. ଅ) — ଅସତୀ ସ୍ତ୍ରୀ — A wanton or unchaste woman (Apte)